STORYMIRROR

Maa ke bina sab kuch adhuri hai

Action Classics

4  

Maa ke bina sab kuch adhuri hai

Action Classics

ବୋଉ

ବୋଉ

1 min
346

କି ଅବା କହିବି କାହାକୁ କହିବି 

ଜାଣି ମୁଁ ପାରେନା କିଛି 

ବୋଉ ମରିଗଲା ଦିନ ଠୁ 

କାନ୍ଦେ ବସି ଲୁଚି ଲୁଚି..


କୁଆଡେ ହଜିଲା ତା ସ୍ନେହ ବୋଳା କଥା 

ଖୋଜେ ଖାଲି ତାକୁ ମୋର ମନ 

ସବୁଆଡେ ଦିଶେ ମୋ ବୋଉ ର ମୁହଁ 

ହଉ ରାତି ଅବା ଦିନ...


ପାଉଁଶ କେଇ ମୁଠା ପଡିଛି ସିନା 

ନାହିଁ ମୋ ବୋଉ ର ଚିହ୍ନ 

ଦୁର ଆକାଶ ରେ ସବୁଦିନ ପାଇଁ 

ହେଇ ରହି ଗଲା ଜହ୍ନ..



Rate this content
Log in

Similar oriya poem from Action