Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ratinarayan Rout

Inspirational Others

4  

Ratinarayan Rout

Inspirational Others

ମୋ ମାଆ

ମୋ ମାଆ

1 min
271



ମହୀୟାନ ମାତୃ ଶକ୍ତି  ଏ ଜଗତେ ସାର

କଷ୍ଟ ସହି ଦୁଃଖ ହରେ  ସବୁ ସନ୍ତାନର ।

ନୂତନ ଆଲୋକ ମାଆ  ଦେଖାଏ ସଂସାରେ

ଏ କଥା ପ୍ରମାଣ କଲେ  କରୋନା କାଳରେ ।

କରୋନା ଭୁତାଣୁ ଏବେ  ତାଣ୍ଡବ  କରୁଛି

ଧନ୍ୟ ଯୋଦ୍ଧା ମାତା ଯିଏ  ସେବାରେ ମଜିଛି ।

କେତେ କେତେ ସନ୍ତାନଙ୍କ ମୁଖେ ହସ ଭରି

ପରାକାଷ୍ଠା ଦେଖାଇଲେ  ଦୁଃଖକୁ ସମ୍ବରି ।

ସେଇ ମା ମାନଙ୍କୁ ଆମ   ଜୁହାର ଅନ୍ତରେ

ଯୁଗେ ଯୁଗେ ରହିଥିବେ   ହୃଦ ମନ୍ଦିରରେ ।



Rate this content
Log in

Similar oriya poem from Inspirational