STORYMIRROR

pranati Mahapatra

Abstract

2  

pranati Mahapatra

Abstract

ମୋ ମାଆ ମୋ ଗାଁ ମୋ ମାତୃଭାଷା

ମୋ ମାଆ ମୋ ଗାଁ ମୋ ମାତୃଭାଷା

1 min
139

ମୋ ମାଆ, ମୋ ଗାଆଁ, ମୋ ମାତୃଭାଷା

ଦେଇ ଏ ଶରୀରୁ ରକ୍ତ କରିବି ସୁରକ୍ଷା

ମୋ ମାଆ

ସାହସ ଓ ଶାନ୍ତି ,ବିଶ୍ଵାସକୁ ନେଇ

ଫରଫର ଉଡେ ଦେଖ ତ୍ରିରଙ୍ଗା ଭାଇ,

କେତେ ଘାତ ପ୍ରତିଘାତ ଆସିଛି ଏଠାରେ

ମୁକାବିଲା କରି ଅଛି ସିଏ ତ ଶାନ୍ତିରେ

 ସ୍ଵାଧୀନତା ପାଇ ବଢାଇଛି ଆମ ଆଶା

ମୋ ମାଆ

ପାତର ଅନ୍ତର ନାହିଁ ମୋ ମାଆ ପାଖରେ

ଶିଖ,ଖ୍ରୀଷ୍ଟ, ଜୈନ,ବୁଦ୍ଧ ସର୍ବେ ତା କୋଳରେ

କେଡେ ସୁନ୍ଦର ନାଆଁ ଯେ ତାର କେଡ଼େ ମିଠା ତା ଭାଷା

ମୋ ମାଆ ଗାଁ, ମୋ ମାଆ, ମୋ ମାତୃଭାଷା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract