STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ମୋ କଣ୍ଡେଇ ରାଣୀ

ମୋ କଣ୍ଡେଇ ରାଣୀ

1 min
13


ମୋ କଣ୍ଡେଇ ରାଣୀ ହାତରେ

        କଣ୍ଡେଇ ଦିଶୁଛି ସୁନ୍ଦର,

ବାଛି ବାଛି ଦେଇଛି ପ୍ରିୟାକୁ

         ମନ ମୋହିବି ତାର।

ଭାରି ଫୁଲେଇ ସେ ହେଉଛି 

         କିଏ ବୁଝାଇ ଦେବ,

ତାକୁ କିଛି କହିବା ଆଗରୁ 

          ମୁହଁ ଫୁଲାଇ ବସିବ।

ଭାରି ସୁକୁମାରୀ ପରୀ

          ରାଇଜରୁ ଆସି ଅଛି,

କିଏ ତାର ମନ କୁ ଜିତିବ

     ପ୍ରେମରେ ଆପଣାର ହେଉଛି।

ପ୍ରେମ ଦିବସ ରେ ତା ପାଇଁ

     ନେଇ ଆସିଛି ପ୍ରେମ ଉପହାର,

ଆଲୋ ପ୍ରିୟା ମୋର ତୁ ପରା

           ରାଜ କୁମାରୀ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics