STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମୋ ଜନ୍ମ ଭୂମି ଭାରତ

ମୋ ଜନ୍ମ ଭୂମି ଭାରତ

1 min
11

ମୋ ଜନ୍ମ ଭୂମି ଭାରତ

ବୀର ପ୍ରସବିନୀ 

ବନାନୀ ଅପୂର୍ବ ଉଲ୍ଲାସଦାୟିନୀ

ରାଗ ର ରାଗିଣୀ ମନ ମୋହିନୀ

ପ୍ରିତି ବତ୍ସଳ ଏଇ ମୋ 

   ପୂଣ୍ଯ ଭାରତ ଭୂଇଁ

ଅତି ପବିତ୍ର ତାର କାୟା

କେହି ପାରିବନି ଛୁଇଁ

   ତାର ସୀମା ରେଖା

ଅଛନ୍ତି ତା ବକ୍ଷେ ଶୂର ବୀର

ନାଶିବେ ଅରାତି ଥରାଇ

     ଦେବେ ତା ଛାତି

ପାରି ନାହିଁ କେହି 

       କେବେ ପଶି

ସେ ମାଟିରେ ଜନମି

ଦମ୍ଭର ସହ ବୋଲାଏ

  ନିଜକୁ ଭାରତ ବାସୀ

ମସ୍ତକରେ ଯାର ହିମାଳୟ ଗିରି

ଚରଣ ଯୁଏ ଯାର

    ଗଙ୍ଗା ଗୋଦାବରୀ

  ଖେଳଇ ନୀଳ ସାଗର ଲହରୀ

ସଭିଏଁ ସମାଜ ଏଠି

   ନାହିଁ କାହାର ଜାତି

ସଭିଏଁ ପଢ଼ନ୍ତି ଭାଗବତ

   କୋରାନ୍ ବାଇବେଲ୍ ଗ୍ରନ୍ଥୀ

    ଏକାଠି ଖେଳନ୍ତି ହୋଲି

ସେହି ଧାମେ ଜନମୀ 

   ବୋଲୋଏ ନିଜକୁ 

     ଭାରତ ବାସୀ

ଯାଆ ଦେହେ ଶୋଭିତ ମନ୍ଦିର  

  ଗୀର୍ଜା ମସଜିଦ  

ସେହି ମୋ ଜନମ ଭୂଇଁ

   ନମନ କରୁଛି ଆଜି

ତାରି ମାଟିକୁ ଚୁମି ।


    

  


 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational