STORYMIRROR

Manaswinee Dash

Inspirational Others

3  

Manaswinee Dash

Inspirational Others

ଭବିଷ୍ଯତ ଜୀବନ

ଭବିଷ୍ଯତ ଜୀବନ

1 min
133


ପିଲାଦିନୁ ପାଠ ପଢି ଚାଲିଲି, 

କୁଟକୁ ନେବି ଆପଣେଇ ନ ଜାଣି ପାରିଲି, 

ଦିନେ କମ୍ପ୍ୟୁଟର ଧରି ବସିଲି, 

ଅସରନ୍ତି ରାସ୍ତାଗଲା ଖୋଲି। 


ଜୀବନରେ ଅଛି ଯୋଉ ଆଗ୍ରହ, 

ତାପ୍ତି ନ୍ଯାୟ କରିଦିଅ, 

ନିଷ୍ଠାର ଫଳ ଦିନେ ମିଳିବ ରୁହ, 

ଜୀବନରେ ଦିନେ ବଡ ହୁଅ। 


ଯଉ ପ୍ରତି ଅଛି ଆଗ୍ରହ ତୁମର, 

ସେଇ ବିଷୟର କାମ କର, 

ନିଶ୍ଚୟ ଦିନେ ଓଢିବ ସଫଳତାର ଚାଦର, 

ଯେତିକି ରାସ୍ତା ଅଛି ଜୀବନର। 


ଯଉ ରାସ୍ତା ତୁମ ବାଛ, 

କେବେ ଭାବିବନି ତାକୁ ତୁଚ୍ଛ, 

ନିଷ୍ଠାର ଯେବେ ପିନ୍ଧି କଛ୍ଛ,

ସମାଜରେ ଦିନେ ହେଇ ଛିଡା ଧରିବ ପୁଷ୍ପ ଗୁଚ୍ଛ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational