Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.3  

Gobinda Chandra Sethi

Inspirational

ଲଘୁ କବିତା :-(୪)

ଲଘୁ କବିତା :-(୪)

1 min
39



ଶୁଣଲୋ ସଜନୀ କହୁଛି କଥା

      ଜୀବନେ ଅଶାନ୍ତି ହୃଦୟେ ବ୍ୟଥା ।

ସ୍ପଷ୍ଟତା ନ ଥିଲେ ଅଶାନ୍ତ ମନ

       ଦୁଃଖ ଦେଉଥାଏ ସେ ଘନ ଘନ ।

ଭୁଲ ଧାରଣା ରହିଲେ ମନେ

      ସତ୍ୟ ଆସେନାହିଁ ଆମର ମନେ ।

ସତ୍ୟ ଉପଲବ୍ଧି କରିଲେ ମନେ

       ଭ୍ରାନ୍ତି ଦୂରକରେ ଆମର କ୍ଷଣେ ।

ଶାନ୍ତିର ବାଧକ ହୁଅଇ ଦୂର

        ସବୁ କରିଥାଏ ସତେ ନିଜର ।

ସତ୍ୟ ଉପଲବ୍ଧ ଆସଇ ଶାନ୍ତି

        ଈଶ୍ୱର ହୁଅନ୍ତି ସମୀପେ ପ୍ରାପ୍ତି ।


Rate this content
Log in

Similar oriya poem from Inspirational