STORYMIRROR

ଡୁଲେଶ୍ବର କୁମାର ସାହୁ

Inspirational

3  

ଡୁଲେଶ୍ବର କୁମାର ସାହୁ

Inspirational

ମୋ ଜୀବନ ଓଡ଼ିଆ ଭାଷା

ମୋ ଜୀବନ ଓଡ଼ିଆ ଭାଷା

1 min
194

ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

ଓଡ଼ିଆ ଖାଇବାକୁ,

ପିଇବାକୁ, କହିବାକୁ,ଖେଳିବାକୁ

ମତେ ବେଶ୍ ଭଳ ଲାଗେ

ମୋ ଜୀବନ୍ ବି ଓଡ଼ିଆ

ମୋ ଧମନୀ ବି ଓଡ଼ିଆ l


ଓଡ଼ିଆ ସହ କୋଡ଼ିଏ ବର୍ଷର ସଂପର୍କ ଆଜି

ପୂର୍ତ୍ତି ହୋଇଯାଇଛି

ଏକୋଇଶି ବର୍ଷର ଆଗମନ ରେ

ମୁଁ ପୁଣି ଥରେ ଓଡ଼ିଆ

ଜୀବନ ହିଁ ଗଢିବି l


Rate this content
Log in

Similar oriya poem from Inspirational