ମୋ ଡାଇରୀ
ମୋ ଡାଇରୀ
ଆଜିର ଦିନଟି ବହୁତ ଦୁଃଖଭରା ଥିଲା
କିଏ ଜାଣଥିଲା
ଆଜି ତାଲାବନ୍ଦ ସମୟରେ
ଏମିତି କଥା ଶୁଣିଲି ଆଜି ସକାଳୁ ସକାଳୁ
ମୋ ଅତି ଆଦର ର ଆଈ
ଆମ ସମସ୍ତଙ୍କ ହାତ ଛାଡି ଆରପାରିରେ।
ଆଜି ଆଈ ସହ ଘଟେଇ ଥିବା
ସବୁ ଘଟଣା ମନେପଡୁଛି।
ଆଈର ମତେ ବଳେଇ ବଳେଇ
ଖୋଇବା ।
ସବୁ ମନେପଡେ ମୋ ଛୋଟ ବେଳ
ମୋ ଆଈମା ର ଗପ ପେଡି ।
ଦୁଃଖ କହିବି କି ସୁଖ କହିବି
ନା ଯାହା ଅଙ୍ଗେ ନିଭେଇଛି ତାହା କହିବି।
ତାଙ୍କ ଗପ କହିବାର ଢଙ୍ଗ ନିଆରା ଥିଲା
ସବୁ ମନେପଡେ ହେଲେ ଏଇ ଦୁଃଖଦ ସମୟରେ
ମୁଁ ଯାଇପାରିଲିନି ।
ଏଇ କରୋନା ପାଇଁ ମୁଁ ତାଲାବନ୍ଦ ହେଇଥିଲି l
ତେଣୁ ମୁଁ ଶେଷ ବିଦାୟ ଦେଇ ପାରିଲିନି ।
ଅନେକ ଦୁଃଖ ରହିଗଲା ମୋ ମନରେ ।
