STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ମୋ ବୋଉ

ମୋ ବୋଉ

1 min
13.5K


ଯେତେବେଳେ ଘରୁ ବାହାରକୁ ଯାଏ ବୋଉର ଗୋଟିଏ ପ୍ରଶ୍ନ

କେତେବେଳେ ତୁହି ଘରକୁ ଫେରିବୁ କହିଯାରେ ମୋର ଧନ

ବାହାରକୁ ଯେବେ ବାହାରି ମୁଁ ଯାଏ ବାରଣ୍ଡାରେ ଠିଆ ହୁଏ

ଦୁଇହାତ ଯୋଡି ମୋର ଶୁଭ ପାଇଁ ନମସ୍କାର କରୁଥାଏ

ଆଜି ମଧ୍ୟ ମୁହିଁ ବାହାରକୁ ଯାଏ ସେହି ବାରଣ୍ଡା ବି ଅଛି

ଖାଲି ବୋଉ ନୁହଁ ବୋଉ ଗଲାପରେ ସବୁ କିଛି ହରାଇଛି

କାହିଁକି କେଜାଣି ତୋର କଥା ବୋଉ ବହୁତ ମନେ ପଡୁଛି

ହେଲେ ମୁଁ ତ କିଛି କରିପାରିବିନି ଲୁହ ଟିକେ ଝରାଉଛି

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract