STORYMIRROR

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

ମୋ ବୋଉ – 11

ମୋ ବୋଉ – 11

1 min
13.7K


ମୋ ବୋଉ – 11

ବୋଉ ଡାକ ମୋର ଲିଭି ଯାଇଅଛି

ଡାକି ପାରିବିନି ଆଉ

କେବଳ ଭାବୁଛି   ତାକୁ ଭାବି ଭାବି

ମୋ ଜୀବନ ଲିଭିଯାଉ


ଏ ଭଳି ନିର୍ମମ    କଷ୍ଟ ମଧ୍ୟ କେବେ

କାହା ଶତୃକୁ ନ ହେଉ

ସଭିଙ୍କ ମୁହଁରୁ    ବୋଉ ଡାକ ସଦା

ଖୁସିରେ ବାହାରୁଥାଉ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in

Similar oriya poem from Abstract