STORYMIRROR

PRABINA KU, KHADANGA

Inspirational

3  

PRABINA KU, KHADANGA

Inspirational

ମୋ ଭାରତ

ମୋ ଭାରତ

1 min
41

 ମୋ ଭାରତ

 ଅନେକ ଭାଷାର ସ୍ୱରଟିଏ ।

 ଅନେକ ସଂସ୍କୃତିର ମିଳନ ସ୍ଥଳିଟିଏ ।

 ଅନେକ ଜାତିର ଏକତା ଟିଏ ।

 ଅନେକ ଧର୍ମର ବିଶ୍ୱାସ ଟିଏ ।

 ଅନେକ ପୁଣ୍ୟର ଭୂମିଟିଏ ।

 ଅନେକ ପୁରୁଣା ସଭ୍ୟତାଟିଏ ।

 ଅନେକ ବର୍ଣ୍ଣର ଅଙ୍କିତ ଛବି ଟିଏ ।

ପୁଣି ଏକତାର ଭୂସ୍ବର୍ଗ ଟିଏ ।

ଅନେକ ନିୟମରେ ବନ୍ଧା ସମ୍ବିଧାନ ଟିଏ ।

ସଂଗ୍ରାମୀ ମାନଙ୍କ ଜନ୍ମଭୂମି ଟିଏ

ମହାମନିଷୀ ମାନଙ୍କ ତପସ୍ୟା କେନ୍ଦ୍ର ଟିଏ ।

କୃଷକ ଭାଇର ସାଥୀ ଟିଏ ।

ବୀର ମାନଙ୍କ ତୀର୍ଥ ଭୂମି ଟିଏ ।


Rate this content
Log in

Similar oriya poem from Inspirational