STORYMIRROR

Manas Kumar

Abstract

2  

Manas Kumar

Abstract

ମୋ ଭାରତ ର ଗଣତନ୍ତ୍ର ଦିବସ

ମୋ ଭାରତ ର ଗଣତନ୍ତ୍ର ଦିବସ

1 min
254

ଆମେ ନାଗରିକ ସ୍ୱାଧୀନ ଭାରତ ର 

ଆମେ ପାଳୁ ୨୬ ଜାନୁଆରୀ ଆମ ଦିବସ ଗଣତନ୍ତ୍ର ର


ସାଲ ୧୯୫୦ ରେ ହୋଇଲା ସମ୍ବିଧାନ ର ପ୍ରଚଳନ 

ଏଠି ପାଇଁ ବାବା ଅମ୍ବେଦକର ଙ୍କୁ କୋଟି ନମନ


ପ୍ରତି ବରଷ ଲାଲକିଲ୍ଲା ରେ ହୁଅଇ ହୁ ପରେଡ 

ବାହାରେ କେତେ କେତେ ପ୍ରଜ୍ଞାପନ ର ମେଢ


ଆମ ରାଷ୍ଟପତି କରନ୍ତି ପତାକା ର ଉତ୍ତୋଳନ 

ତାହାସହ ସଭିଏଁ ଗାନ କରନ୍ତି ଜାତୀୟ ସଂଗୀତ ଜନ ଗଣ ମନ



Rate this content
Log in

Similar oriya poem from Abstract