STORYMIRROR

Asish Behera

Romance

1  

Asish Behera

Romance

ମୋ ଆଖିରେ ତୁ

ମୋ ଆଖିରେ ତୁ

1 min
109


ମୋର ଆଖିରେ ତୁମେ ଝଲସୁ ଥାଅ

ପ୍ରଭାତ ରୁ ରାତିଯାଏ

ଦେଖୁଥିବି ନିତି ତୁମ ପ୍ରତିଛବି

ପ୍ରାଣ ମୋର  ଥିବାଯାଏ ।

ପ୍ରେମର ପ୍ରତିମା ଅଟ ହେ ତୁମେ

ଆହେ ମୋର ପ୍ରେମ ନାୟିକା

ପାଖେ ନଥିଲେବି ଦୁରେ ଅଛତୁମେ

ଭାନୁକର ପଦ୍ମ ପରିକା ।।


Rate this content
Log in

Similar oriya poem from Romance