STORYMIRROR

Manasmita Das

Abstract Children Stories Drama

3  

Manasmita Das

Abstract Children Stories Drama

ମନସ୍ମିତା ଦାସ

ମନସ୍ମିତା ଦାସ

1 min
262

ମ - ମନରେ ଥିଲା ଯଦି ଦେଖିବାକୁ ମତେ

ନ - ନଦେଖି କାହିଁ ଛାଡି ଚାଲିଗଲ ମତେ

ସ୍ମି - ସ୍ମିତହାସ୍ୟ ଟିକେ ତୁମର ଦେଖିଥାନ୍ତି

ବାପା ଝିଅ ମୁଁ ତୁମର କୋଳେ ଗେହ୍ଲା ହୋଇ

ତା - ତାକୁ ଦେଖିବାର ସୌଭାଗ୍ଯ ମୋର ନାହିଁ 

ବୋଲି କାଳିଆ ତୁମକୁ ନେଲା ମୋଠାରୁ ଛଡେଇ


ଦା - ଦାମୋଦରହେ ତୁମେ କାହିଁକି ଏମିତି ନିଷ୍ଠୁର ହେଲ

ସ - ସବୁଯାକ ସୁଖ ତୁମେ ଜନ୍ମରୁ ମୋଠାରୁ ଛଡେଇ ନେଲ ।


      


Rate this content
Log in

Similar oriya poem from Abstract