STORYMIRROR

arun sahoo

Abstract Tragedy Fantasy

3  

arun sahoo

Abstract Tragedy Fantasy

ମଣ୍ତା ପିଠା

ମଣ୍ତା ପିଠା

1 min
122

ଓଡ଼ିଶାର ଓଡ଼ିଆର ପିଠାପଣାର ଆସର          

ଆମର ମମତାର ପିଠା ମଣ୍ତା ପିଠା

ମାଆ ହାତରେ ତିଆରି ଭାରି ସୁଆଦିଆ

ଆମ ଖାଦ୍ୟ ଆମ ପରମ୍ପରା ଆମେ ଓଡ଼ିଆ

ଆମ ପରି କେହି ନୁହେଁ ସରିରେ

ମଣ୍ତା ପିଠା ପରି ପିଠା ନାହିଁ ଜଗତେ।


ଚାଉଳ ଚୂନା , ଗୁଡ଼ ଆଉ ନଡ଼ିଆରେ ତିଆରି

ମାଣ ଓଷା, କୁମାର ପୁନେଇଁ, ପୁଣି ଗହ୍ମା ପୁନେଇଁ

ସବୁଠି ମହକୁଥାଏ ତାର ମମତାର ସ୍ପର୍ଶ

କଦଳୀ ପତ୍ରରେ ସିଝା ମଣ୍ତା ଭାରି ଖୁସି

ଓଡ଼ିଆ ଘରେ ଘରେ ପରିଚିତ ଜନ୍ତଣି 

ମଣ୍ତା ପିଠା ଭାରି ସୁଆଦିଆ 

ମାଆ ତିଆରି ମଣ୍ତା ମନେପଡେ 

ପରିଚିତ ପରିବାର ର ପିଠା ମଣ୍ତା ପିଠା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract