STORYMIRROR

Tonish Rohidas

Inspirational Others

4  

Tonish Rohidas

Inspirational Others

ମଣିଷ ଜୀବନ

ମଣିଷ ଜୀବନ

1 min
475


   

ଗୋଲାପ ଗଛରେ ଥାଏ କଣ୍ଟା 

ତଥାପି ଗୋଲାପ ଫୁଲ ଦେଖି ବାକୁ

ଲାଗେ ସୁନ୍ଦର।।

ଦୁନିଆରେ ଲୋକ ଅଛନ୍ତି ବହୁତ

କେତେ ଭଲ କେତେ ମନ୍ଦ

ତଥାପି ସଭିଏଁ ଲାଗନ୍ତି  ନିଜର।।

  

ଯେମିତି ଦିନରେ ସୂର୍ଯ୍ୟ 

ରାତିରେ ଚାନ୍ଦିନୀ ହସେ

ସେମିତି ଜୀବନରେ

ଦୁଃଖ ପରେ ସୁଖ ଆସେ।

ବାଟ ତ ଅନେକ ଅଛି ଜୀବନ ବାଟରେ 

କେତେ କଣ୍ଟା କେତେ ଯାତନା।

ସବୁ ଯିଏ ସହି ପରେ ସିଏ ସିନା

ଦୁନିଆଁରେ ନାଁ କରେ ।।


ଏ ତ ମଣିଷ ଜୀବନ ଅଟେ ଅଙ୍କା ବଙ୍କା

ସମୁଦ୍ର ଗଭୀର ଜଳ ପରି ଆଖିରୁ ଝରେ ଲୁହ

କେତେ କେତେ ଢେଉ ଆସିଯାଏ ମାଡି

ତଥାପି ଜୀବନେ ହାରିବାକୁ କେବେ ଡରେନି।। 


   

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational