STORYMIRROR

Sunanda Mohanty

Classics Inspirational

2  

Sunanda Mohanty

Classics Inspirational

ମଣିମା

ମଣିମା

1 min
22


ଏମିତି ବି ଝୁମେ ଏ ସହର, ଗତାନୁଗତିକ ସବୁ ।

ତୁମେ ଗଲାପରେ ତୁମ ମନ୍ଦିରକୁ,

କେବେ କେବେ ଭାବୁ ଭାବୁ ।

ଆଖିପତା ଯାଏ ଘୁମେଇ, 

ସପନେ କିଏ ଯାଚି କହେ ନବୁ?

ଚିନ୍ତା ଚେତନାରେ କୈବଲ୍ୟ ମୁଠାଏ ମୋ ପାଇଁ ରଖିଥିବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics