ମନେ ପଡେ ସେଇ ଦିନ
ମନେ ପଡେ ସେଇ ଦିନ
ମନେ ପଡେ ପ୍ରିୟା ସେ ଦିନକୁ
ତୁମେ ଥିଲ ମୁ ଥିଲି ଦେଇ ମନକୁ
ଚାଲି ବାକୁ ମୋର ସାଥି ହୋଇ ଥିଲ
ହାତ ଧରି ମୋର ତୁମେ ଚାଲୁ ଥିଲ
ଚା କଫି ଦୋକାନ ରେ ଭେଟ ହେଲେ,
ପ୍ରେମ ଦିବସରେ ଗୋଲାପ ଦେଲେ
ଆମ ପ୍ରେମ ସମ୍ପର୍କ ତୁଟି ଯାଇ ଥିଲା
ତୁମ ବାହା ଘର ଯେବେ ହୋଇଲା
ତୁମେ ମୋତେ ଛାଡି ଦୂରକୁ ଗଲ
ପ୍ରେମ କୁ ମୋର ପୁରା ଭୁଲି ଗଲ
ମୁଁ ଏବେ ବି ତୁମକୁ ଭଲ ପାଏ
ପ୍ରେମ ଦିବସରେ ତୁମକୁ ଝୁରି ହୁଏ
ତୁମ ଫୋଟ ଦେଖି ଭାବେ ତୁମକୁ ବେଶୀ
ତୁମେ ମୋର ସେଇ ଚୁଲବୁଲି ଖୁସି
ତୁମେ ଭଲ ରେ ରୁହ ଏତିକି କାମନା
ପ୍ରେମ ଦିବସ ର ଘେନ ଶୁଭ କାମନା ।