STORYMIRROR

Chittaranjan Lenka

Romance Abstract Others

2  

Chittaranjan Lenka

Romance Abstract Others

ମନ ପାରା

ମନ ପାରା

1 min
2.6K


ଆରେ ମନ ପାରା     ମୋ ପ୍ରିୟା ପାଶକୁ

ଉଡି ତ ଯାଉଛୁ ନିତି

ହେଲେ ତା ଖବର ଦିନେ ହେଲେ ମୋତେ

କହିପାରୁନୁ କେମିତି???


ମୋ ପାଇଁ ପାଗଳି      ହେଉଥିଲା ଦିନେ

ଝୁରୁଥିଲା ଖାଲି ମୋତେ

ମୁଁ ଆଜି ପାଗଳ          ତାକୁ ଝୁରୁଅଛି

ସେ କି ଭୁଲିଗଲା ମୋତେ???



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance