STORYMIRROR

shaikh mozahid mahatab

Romance

4  

shaikh mozahid mahatab

Romance

ମନ ଝରଣା

ମନ ଝରଣା

1 min
338


ଅବିରତ ଝରେ ପ୍ରେମର ଝରଣା

ଝରଣା କୂଳେ ମୋ ଘର 

କୂଳୁ କୂଳୁ ନାଦ ଶୁଭେ ଦିବା ନିଶି

ମନ ଜିଣି ହୃଦୟର ।


ଅସ୍ପଷ୍ଟ ତା ଗତି କେଉଁଠୁ ଉତ୍ପତ୍ତି 

ଜଣା ସିନା ପଡେନାହିଁ

ହେଲେ ନ ଦେଖିଲେ ନିମିଷକ ପାଇଁ

ମନ ଆନ୍ଦୋଳିତ ହୁଏ ।


ଶୁଖିବନି କେବେ ଭରଷା ରଖିଛି

ଅସରନ୍ତି ଆଶା ମୋର

କଥା ସେ ଦେଈଛି ସାଥିରେ ରହିବ

ଝରୁଥିବ ନିରନ୍ତର ।


ସେହି ଝରଣାରେ ଗାଧୋଇ ସାରି

ମୁଁ ଭିଜେଇ ଦେଵି ଏ ଦେହ 

ଛୁଇଁ ପାରିବନି ଆଉ ଦୁଃଖକଷ୍ଟ 

ଝରିବନି ଏ ଲୁହ ।

   

ଅବିରତ ଝରେ ପ୍ରେମର ଝରଣା

ଝରଣା କୂଳେ ମୋ ଘର

କୂଳୁ କୂଳୁ ନାଦ ଶୁଭେ ଦିବା ନିଶି

ମନ ଜିଣି ହୃଦୟର ।


ଅସ୍ପଷ୍ଟ ତା ଗତି କେଉଁଠୁ ଉତ୍ପତ୍ତି

ଜଣା ସିନା ପଡେନାହିଁ

ହେଲେ ନ ଦେଖିଲେ ନିମିଷକ ପାଇଁ

ମନ ଆନ୍ଦୋଳିତ ହୁଏ ।


ଶୁଖିବନି କେବେ ଭରଷା ରଖିଛି

ଅସରନ୍ତି ଆଶା ମୋର

କଥା ସେ ଦେଈଛି ସାଥିରେ ରହିବ

ଝରୁଥିବ ନିରନ୍ତର ।

 

ସେହି ଝରଣାରେ ଗାଧୋଇ ସାରି

ମୁଁ ଭିଜେଇ ଦେଵି ଏ ଦେହ

ଛୁଇଁ ପାରିବନି ଆଉ ଦୁଃଖକଷ୍ଟ

ଝରିବନି ଏ ଲୁହ ।


Rate this content
Log in

Similar oriya poem from Romance