STORYMIRROR

Prabhanjana Tripathy

Inspirational

2  

Prabhanjana Tripathy

Inspirational

ମନ ବାଇ

ମନ ବାଇ

1 min
14.7K


କପାଳ ଭୁପାଳ ନିନ୍ଦେ

ପାପରେ ଜୀବନ ଛନ୍ଦେ,

କଲାକର୍ମ ଫଳ ନିଜ ସଂସାରର

ସକଳ ଜନକୁ ଛନ୍ଦେ ll

ଭାବରେ ପ୍ରେମ

ମନ ବାଇ ନକର ଭ୍ରମ ll


Rate this content
Log in

Similar oriya poem from Inspirational