Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Fantasy

3  

Mr.GAGAN BIHARI NAYAK

Romance Fantasy

ମନ ଆଇନାରେ ତମେ

ମନ ଆଇନାରେ ତମେ

1 min
184



ରଙ୍ଗ ବୋଳା ଫଗୁଣ ଲୁହ ଝରା ଶ୍ର।ବଣ ।

ସାଉଁଟି ନେଇଛି ଯେତେ ପାଇ ତୁମ ମମତାର

ଓଠେ ଲେଖା ସପନ॥0॥


ଅଶାର ଆକାଶ ତଳେ ସାତ ରଙ୍ଗ ମୁରୁଜ ।

ନାଲି କିରଣର ଛଟା ବୁଣେ ଦୂରେ ସୂରୁଜ

ତୁମ ହସ ଲହରୀରେ ଖୋଲା ତୁମ କବରୀରେ

ବାନ୍ଧି ସାରା ଜୀବନ॥୧॥


ମନ ଆଇନରେ ଦେଖେ ତୁମର ସେ ରୂପଟି ।

ଖିଆଳି ମନରେ ତୁମେ ଛୋଟିଆ ଗପଟି ।

ତୁମେ ଗୀତି ଝରା ପ୍ରୀତି ପ୍ରଣୟର ମଧୁସ୍ମୃତି

ହୃଦୟର ସ୍ପନ୍ଦନ॥୨॥


        


Rate this content
Log in

Similar oriya poem from Romance