Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anusuya Debta

Inspirational

3  

Anusuya Debta

Inspirational

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
8


ମକର ସଂକ୍ରାନ୍ତି

ପୁସ୍ ଜାଇକରି ମାଘ୍ ଆଏଲା

ଆଏ ଲା ମକର ମେଳା

 ସଭେ କହୁଥିମା ମକର ମକର

ନି ରହୁଁ କିହେ ଏକ୍ ଲା ।


 ଜିବନ୍ ଚାଲିଗଲେ ସବୁ ତୁଟିଯିବl

 ଧନ୍ ସମ୍ପଦ ଶିରି

 ଛୁଚା ହାତେ ଆଇଛୁଁ ସଭେ

ନାଇ ଯାଉଁ କିଛି ଧରି ।


ମୁନୁସ ହେଇକରି ମୁନୁସ ସାଙ୍ଗେ

ରଖମା କାଇଁ ଯେ ବଇରୀ

ଦୁଃଖ ସାଉଁଟି ସୁଖ ଦେଉ ଥିମା

ରଖ୍ ମା ସମ କୁ ଅlବିରି ।


ଦୁଇ ଦିନିଆଁ ମୁନୁସ ଜୀବନ

ବତର କିରି ର ଆଇସ

ଆଇଁଖ ମୂଜିନେଲେ ସବୁ ସର୍ବା

 କାଏଁ କର୍ ବା ବେଶ ।


ସବୁ ଭେଦ୍ ଭାବ୍ ଭୁଲିଯାଇକରି

ମକର ବସ୍ ମା ଆସ

ସବୁ ଦୋଷ୍ ଗୁନା ମାଫ୍ କରିନେଇ

 ମୁହେଁ ଦେଇକରି ହସ ।


 


Rate this content
Log in

Similar oriya poem from Inspirational