STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମିଳନର ପରିଭାଷା

ମିଳନର ପରିଭାଷା

1 min
13.6K


ଢେଉ ଢେଉ ଖୋଜେ ଲହରୀଟେ ହୋଇ

କୂଳକୁ ପାଇବା ପାଇଁ

ସେହି ଢେଉ ପୁଣି କୁଳକୁ ଛୁଇଁଲେ

ରହିପାରେ ନାହିଁ କାଇଁ

ଫୁଲ ଫୁଲ ଖୋଜେ ଭ୍ରମରଟେ କାହିଁ

ମଧୁ ତାର ଦବା ପାଇଁ

ମଧୁ ପାନ ପରେ ଭ୍ରମର ଚଳଇ

ଆନ ଫୁଲ ଇଚ୍ଛା ନେଇ

ପ୍ରେମ ପ୍ରେମ ଖୋଜେ ହୃଦୟ ହୋଇ

ପ୍ରେୟସୀ ହୃଦୟ ପାଇଁ

ମନ ଭରିଗଲେ ଚାଲଇ ପ୍ରେୟସୀ

ପ୍ରାଣଇଙ୍କୁ ଧୋକା ଦେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics