STORYMIRROR

Ajita Mishra

Abstract

3  

Ajita Mishra

Abstract

ମୀରା ର ପ୍ରେମ

ମୀରା ର ପ୍ରେମ

1 min
416

ମୁଁ ଖୋଜିବୁଲେ ନିଜକୁ ନିଜେ

ତୁମ ରି ପ୍ରେମରେ

ତ'ପରେ ହଜିଯାଏ

ତୁମେ ଚୁପ୍ ମୁଁ ଚୁପ୍

ଦୁହେଁତ ଅଲଗା ଅଲଗା

ହେଲେବି ଜୀବନ୍ତଲାଗେ

ମୋ ପ୍ରେମ ରାଧାମୀରାପରି

ନୋଟ୍ ଖାତାରେ

ଲେଖିବାକୁ ମନହୁଏ

ତୁମକୁ ମିଳୁଥାଉ

ଶ୍ରୀରାମଙ୍କ ମର୍ଯ୍ୟାଦା

କୁବେରଙ୍କ ସମ୍ପଦା

ଗଣେଶଙ୍କ ସିଦ୍ଧି

ଚାଣକ୍ୟ ଙ୍କ ବୁଦ୍ଧି

ମୀରାଙ୍କ ଭକ୍ତି

ଶିବଙ୍କ ଶକ୍ତି

ଶାରଦାଙ୍କ ଜ୍ଞାନ

କର୍ଣ୍ଣଙ୍କ ଦାନ

କାଣିଚାଏ ଲେଖେଁ

ହେଉ ବରଂ

ସବୁ ଦେଖାଦେଉ

ଦୁଇଟି ଜୀବନ

ଜଳୁ ଥିବାଯାଏ

ମୁଁ ତୁମକୁ ଭଲପାଏ

ଖୁବ୍ ଭଲପାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract