STORYMIRROR

Ajita Mishra

Comedy Romance

3  

Ajita Mishra

Comedy Romance

ପ୍ରେମିକା

ପ୍ରେମିକା

1 min
190

ଜାଣେନା କାହିଁକି

ପ୍ରେମିକା ମୋ ରୁଷିଛି

ଫୋନ୍ ଥିଲା ସାଇଲେନ୍ସରେ

ବ୍ୟସ୍ତ ଥିଲି ଅଫିସରେ

ପ୍ରିୟାକୁ ମୁଁ କହିଛି

ତଥାପି ସେ ରାଗିଛି

ତଥାପି ସେ ରାଗିଛି

ପୂର୍ଣ୍ଣିମା ର ଚାନ୍ଦ ଝୁରେ

ଲୁଡୁ ତାସ୍ ଖେଳ ସରେ

ମୁହଁ ତା'ର ଦିଶେ ଭାରି

ଦଶଟଙ୍କି କଏନ୍ ପରି

ମୁ କେଡ୍-ବରୀ 

ଚକ୍-ଲେଟ୍ ଆଣିଛି 

ତଥାପି ସେ ରାଗିଛି

ପ୍ରିୟା ଆଜି ରୁଷିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy