STORYMIRROR

Ajita Mishra

Abstract Action Inspirational

3  

Ajita Mishra

Abstract Action Inspirational

ଯୁଦ୍ଧ -୨୦୫୦

ଯୁଦ୍ଧ -୨୦୫୦

1 min
204

ଦିଗ-ବିଜୟୀ ହେବା

 ଇଚ୍ଛା ନାହିଁ ତା'ର 

ହାତ ପାପୁଲିରେ 

ଗ୍ରହ ନକ୍ଷତ୍ର ବିଜ୍ଞାନର 

ଉନ୍ନତ ଶିଖର 

ଆଧୁନିକ ମାନବ

ଆଉ ଲୋଡ଼େ ନାହିଁ 

ନୂତନତ୍ବ କିଛି

ଏବେ ତା'ର ରଣକ୍ଷେତ୍ର

ରୌଦ୍ରତାପ ଝାଞ୍ଜି ଅଗ୍ନିବର୍ଷା 

ଖାଦ୍ୟ, ସବୁଜିମା ତଳ

ଟୋପାଏ ଅକ୍ସିଜେନ

ବଞ୍ଚିବାର ଦୁର୍ବାର ଆକର୍ଷଣ 

ଖାଦ୍ୟ,ସବୁଜିମା ତଳ 

ଛୋଟ ପରିବାର 

ପୃଥିବୀ ଜଳିବାକୁ ଅଳ୍ପ ବାକି ଅଛି 

ରୌଦ୍ରତାପର ଝାଞ୍ଜି ଅଗ୍ନିବର୍ଷା

 ସିଏ ସଂଗ୍ରାମ କରିବ

ବଞ୍ଚି ଥିବା ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract