Ajita Mishra
Classics
ଗାଳି କରନ୍ତୁ ଅଳି କରନ୍ତୁ
ଛପନ ଭୋଗରେ
ତୋଷି ଦିଅନ୍ତୁ
ସବୁ ଡାକ ତ
ଶୁଣେ ମୋ କାଳିଆ
ତା'ଠାରୁ ଆଉ
କେ ଅଛି ବଳୁଆ ।
ରଥଯାତ୍ରା
ମାଆ
ବାତ୍ୟା
ଜୀବନ ସଳିତା
ଯୁଦ୍ଧ -୨୦୫୦
ସମୁଦ୍ର
ଜାଗରେ ଦୁର୍ବଳ
ପ୍ରେମିକା
କାଳିଆ
ପୌଷ ପୂର୍ଣ୍ଣିମ...
ଆଗମ ନିଗମ ରହସ୍ୟ ଆଗମ ନିଗମ ରହସ୍ୟ
ଏ ଦୁନିଆଁ ଖୋଲା ମଞ୍ଚ ଏ ଦୁନିଆଁ ଖୋଲା ମଞ୍ଚ
ରଥରେ ତ ଖଞ୍ଜା ନାଲି ଘୋଡ଼ା ଚାରିଟା ରୋଚିକା, ମୋଚିକା, ଜିତା, ଅପରାଜିତା । ଏମିତି ଅପୂର୍ବ ରଙ୍ଗେ ରଥ ରଥରେ ତ ଖଞ୍ଜା ନାଲି ଘୋଡ଼ା ଚାରିଟା ରୋଚିକା, ମୋଚିକା, ଜିତା, ଅପରାଜିତା । ଏମିତି ଅପୂର...
ଅଳ୍ପ ବୟସରେ ଦାସ ଯେ ହେଲେ ସଂସାର ତ୍ୟାଗୀ ମହାପ୍ରଭୁଙ୍କର ସେବାରେ ଦେଲେ ପ୍ରାଣ ଉତ୍ସର୍ଗୀ। ଚକାଆଖି ର ଅଳ୍ପ ବୟସରେ ଦାସ ଯେ ହେଲେ ସଂସାର ତ୍ୟାଗୀ ମହାପ୍ରଭୁଙ୍କର ସେବାରେ ଦେଲେ ପ୍ରାଣ ଉତ୍ସର୍ଗୀ। ...
ସଂସ୍କୃତ ଶ୍ଲୋକ "ଅସୋତମା ସଦ୍ ଗମୟ ତମୋସେମା ର୍ଜ୍ୟୋଗମୟ, ମୃର୍ତ୍ୟୋମା ଅମୃତ ଗମୟ" ବାଣୀ ଉଲ୍ଲାସରେ ହୁଅଇ ସ... ସଂସ୍କୃତ ଶ୍ଲୋକ "ଅସୋତମା ସଦ୍ ଗମୟ ତମୋସେମା ର୍ଜ୍ୟୋଗମୟ, ମୃର୍ତ୍ୟୋମା ଅମୃତ ଗମୟ" ବାଣ...
ସାବରମତୀର, ସନ୍ଥ ପୂଜ୍ଯ ପ୍ରାଣ ସତ୍ୟାଗ୍ରହ ତୁମ, ସହଚର । କସ୍ତୁରବା ଗାନ୍ଧୀ, ଯେ ଜୀବନସାଥୀ ତାଙ୍ ସାବରମତୀର, ସନ୍ଥ ପୂଜ୍ଯ ପ୍ରାଣ ସତ୍ୟାଗ୍ରହ ତୁମ, ସହଚର । କସ୍ତୁରବା ଗାନ୍ଧୀ, ଯେ ଜୀବ...
ଘର କଥା ଓ ଖାଇବା ପାଇଁ ଚିନ୍ତା ବି ନ ଥିଲା ଦିନରାତି ସାଙ୍ଗ ସାଥି ହସ ଖୁସିରେ ସମୟ ବିତିଲା ଚାହୁଁ ଚା ଘର କଥା ଓ ଖାଇବା ପାଇଁ ଚିନ୍ତା ବି ନ ଥିଲା ଦିନରାତି ସାଙ୍ଗ ସାଥି ହସ ଖୁସିରେ ସମୟ ବିତିଲା ...
ସଂସାର ସୂତାର ନୋଟି ଅଡୁଆରେ କାନିଖାଏ ସଦାଗୁଡି ଉଡିବା ନିଶାରେ ଚଇତି ପବନ ପତ୍ରକୁ ମାଟିରେ ଯୋ ସଂସାର ସୂତାର ନୋଟି ଅଡୁଆରେ କାନିଖାଏ ସଦାଗୁଡି ଉଡିବା ନିଶାରେ ଚଇତି ପବନ ପତ୍...
ବିବେକ ର କଥା ପ୍ରତି ଦେବ ଗୁରୁତ୍ଵ ଦୁର୍ଜନ ଙ୍କ ଠାରୁ ସଦା ରଖ ଦୁରତ୍ଵ। ଧର୍ମ ଚର୍ଚ୍ଚା ଆଲୋଚନା କରିଲ ବିବେକ ର କଥା ପ୍ରତି ଦେବ ଗୁରୁତ୍ଵ ଦୁର୍ଜନ ଙ୍କ ଠାରୁ ସଦା ରଖ ଦୁରତ୍ଵ। ଧର୍ମ ଚର୍ଚ୍ଚା ...
ଜନ୍ମଠାରୁ ମୁହିଁ ତୁମକୁ ମୋହର ମାନିଅଛି ଭଗବାନ ଯଦି ଭଗବାନ ଥିବେ ଏ ଜଗତେ ଅବଶ୍ୟ ତୁମଠୁ ନ୍ୟୁନ । ଜନ୍ମଠାରୁ ମୁହିଁ ତୁମକୁ ମୋହର ମାନିଅଛି ଭଗବାନ ଯଦି ଭଗବାନ ଥିବେ ଏ ଜଗତେ ଅବଶ୍ୟ ...
ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବିଦ୍ୟାଦାତ୍ରୀ ।୧। ... ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବ...
ଇନ୍ଦ୍ରଧନୁ ଇନ୍ଦ୍ରଧନୁ
ଅଭିଭାବକ ଵି,ପୃଷ୍ଟ ପୋଷକ ଵି.. କେଉଁ ଅସୀମିତ ଓଜସ୍ୱିନୀ ସମ୍ଭାଷଣର ବିମୁଢ଼ ବାଗ୍ଦେଦାତ୍ତା,ପରିମାର୍ଜିତ ଶ୍ରେଷ... ଅଭିଭାବକ ଵି,ପୃଷ୍ଟ ପୋଷକ ଵି.. କେଉଁ ଅସୀମିତ ଓଜସ୍ୱିନୀ ସମ୍ଭାଷଣର ବିମୁଢ଼ ବାଗ୍ଦେଦାତ...
ସମୟ କହିଲା, କାଳର କରାଳ କାଳୀ, ସ୍ତବ୍ଧ ପଦପାତ ମହାକାଳ ବକ୍ଷେ, ସ୍ଥିର ଓ ସ୍ଥବିର ସୁପ୍ତ, ଆଉ ତା ସମୟ କହିଲା, କାଳର କରାଳ କାଳୀ, ସ୍ତବ୍ଧ ପଦପାତ ମହାକାଳ ବକ୍ଷେ, ସ୍ଥିର ଓ ସ୍ଥବିର ...
ସରକାର ଘୋଷଣା କଲେ ଦେବେ ଆମକୁ ଭତ୍ତା, କଳାକାର ଭତ୍ତା ହିସାବେ ଦେବେ ମାନ ମର୍ଯ୍ୟଦା। ରାଜନୀତି ବଳେ ଅ ସରକାର ଘୋଷଣା କଲେ ଦେବେ ଆମକୁ ଭତ୍ତା, କଳାକାର ଭତ୍ତା ହିସାବେ ଦେବେ ମାନ ମର୍ଯ୍ୟଦା। ରା...
ପାଚିଲା ଧାନ କ୍ଷେତ..... ପାଚିଲା ଧାନ କ୍ଷେତ.....
...ପ୍ରେମିକାର ଡାଇରୀ... ...ପ୍ରେମିକାର ଡାଇରୀ...
ପ୍ରଭୁ ହାତ ଧରି ପ୍ରଭୁ ହାତ ଧରି
ଆଙ୍ଗୁଠି ରେ ଧରି ଗୋବର୍ଦ୍ଧନ ଗିରି ନାଶି ଇନ୍ଦ୍ର ଅହଂକାର ଦେଖାଇ ଦେଲା ସେ ହଠିଆ ପଣକୁ ଗୋପ ଆଙ୍ଗୁଠି ରେ ଧରି ଗୋବର୍ଦ୍ଧନ ଗିରି ନାଶି ଇନ୍ଦ୍ର ଅହଂକାର ଦେଖାଇ ଦେଲା ସେ ହଠିଆ ପଣ...
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ