STORYMIRROR

Ajita Mishra

Inspirational

3  

Ajita Mishra

Inspirational

ବାତ୍ୟା

ବାତ୍ୟା

1 min
17

 ସମୁଦ୍ର ମଝିରେ ଖଣ୍ଡିଆଭୂତ

ଆଖି ପିଛୁଳାକେ 

କଳା ଵାଦଲ ପରି ଜଳାଧାର 

ଆକାଶ ଛୁଇଁଛି

ଥରିଗଲା ପର୍ଯ୍ୟଟକ ଛାତି

ସମୁଦ୍ର କୂଳରେ ଭୟଙ୍କର ରୌଦ୍ର ଝାଞ୍ଜି

କେମିତି କଟିବ ଆଗକୁ 

ଝଡ଼ ବାତ୍ୟା ର ରାତି

କାଳେ ବୁଡ଼ିଯିବ ବାଇଶି ପାହାଚ

ଲୁଣାପାଣି ବାଲିଝଡ଼ ମାଡିଯିବ

ଐତିହ୍ୟ ସହର

ଅଣଚାଶ ପବନକୁ କିଏ ନ ଡରିବ...

ବଳବନ୍ତ ନବୀନ ରାମ କୃଷ୍ଣ ସେବକ ସୁଆର

ପିଠିରେ ପଡ଼ିବେନି କେହି କାହାର 

ଭାଗ୍ୟର ଖେଳ ଭାବି ନିର୍ଭୟରେ

ବିଚରଣ କର ଦମ୍ଭ ଧର 

ପଠାଣ ହିନ୍ଦୁ ଖ୍ରୀଷ୍ଟିଆନ

ହେବା ଆଗୁ ମଣିଷ ଜୀବନ 

ହାତରେ ହାତ ରଖି କହ

ଆମେ ଓ ଭାବନା ଆମର ସମାନ ସମାନ 

ସବୁ ବାତ୍ୟା ଦିନେ ଶାନ୍ତ ହେବ

ସବୁ ସରକାର ମୁଣ୍ଡ ନୁଆଁଇବ



Rate this content
Log in

Similar oriya poem from Inspirational