STORYMIRROR

Umashankar Satpathy

Romance

3  

Umashankar Satpathy

Romance

ମହୁ

ମହୁ

1 min
266


ଉଷ୍ମତାର ଶିହରଣ

ଅତର୍କିତ ସମ୍ବେଦନ

ଅବାଞ୍ଛିତ ଆକର୍ଷଣ

ବ୍ୟଗ୍ରତା ଧମନୀର

ଶୀର୍ଷ ଉଦ୍ଦୀପନା

ଆତ୍ମହରା ଅଶ୍ରୁ

ଆଖିର ନିଶ୍ଚଳତା

ପାଦର ତାଲା

ନଖର ହିଂସ୍ରତା

ସ୍ୱର୍ଗୀୟ ଭାବାବେଗ

ଦୁର୍ଲ୍ଲଭ ଅନୁଭବ

ଆସନ୍ନ ଅନିରକ୍ତି

ଝରିପଡେ ମହୁ

ସନ୍ଧି ହେଲେ ଓଠ

ପ୍ରେମିକା ଅଧରେ

ଅବା ଚୁମିଦେଲେ

ଘନ ଅନ୍ଧକାରେ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance