STORYMIRROR

Kalandi pal

Inspirational

3  

Kalandi pal

Inspirational

ମହିୟସୀ ଜନନୀ

ମହିୟସୀ ଜନନୀ

1 min
245


ମହାନ ତୁ ମହିୟସୀ ଜନନୀ ମା ଜନ୍ମଦାତ୍ରୀ.

ରକତରେ ଗଢ଼ିଛୁ ତୁ ମା....

      ତୋର ମମତା ଦେଇ...

ଜନମ ଦେଲୁ, ଦୁଃଖ ସହିଲୁ

     ହାତ ଧରି ମୋତେ ବଡ କରିଲୁ.

ଦୁଃଖର ଭାରା ହୃଦେ ଲୁଚାଇ.

    ଅଭାବଠୁ ମୋତେ ଦୂରେ ରଖିଲୁ.

ମା ଲୋ.......

ବିପଦ ଥିଲେ ମୋ ପ୍ରତି ମାଆ...

    ଜଗି ରହୁ ପାଶେ ରାତି କୋକୁଆ.

ମନରେ ତୋର ନ ଥାଏ ଦ୍ଵିଧା.

    ଜୀବନ ଦେବାକୁ ମୋ ହିତେ ମାଆ....

ମା ଲୋ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational