Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

3  

Manas Kumar

Abstract

ମହାନ ମୋ ଭାରତ ବର୍ଷ

ମହାନ ମୋ ଭାରତ ବର୍ଷ

1 min
558


ଜନନୀ ଜନ୍ମଭୁମିଶ୍ଚ ଏ ମୋର ଦେଶ 

ନାଁ ଟି ତାର ଭାରତ ବର୍ଷ |


ଗୋଟିଏ ମା ର ଆମେ କୋଟିଏ ସନ୍ତାନ 

ଆମେ ମିଳିମିଶି ପାଳୁ ହୋଲି,ଦୀପାବଳି, ଇଦ ସହ ବଡ଼ଦିନ |


ଆମ ମୂଳଦୁଆ ଏଠି ଅହିଂସା ଏ ପରମ ନୀତି 

ଥିଲେ ଥାଉ ଏଠି ଅନେକ ଧର୍ମ ଆଉ ଜାତି |


ଜୟ ଯବାନ, ଜୟ କିଷାନ ସହ ଜୟ ବିଜ୍ଞାନ ଅଟଇ ଆମ ନାରା 

ତାହା ସହ ବାର ମାସେ ଅନେକ ପର୍ବ ସହ ହସଇ ଆମ ଧରା |


ଦଇବ ଦୁର୍ବିପାକ ସହ ମରୁଡି କୁ ସହି 

ହାରି ନାହୁଁ କି ହାରିବୁ ନାହିଁ ଏଠି କେହି |


ଶତ୍ରୁ ସାଜି କେହି ଉଠାଇଲେ ଅସ୍ତ୍ର 

ଦେଶ ମାତୃକା ପାଇଁ ଆମେ ଭି ଉଠାଉ ଶସ୍ତ୍ର |



Rate this content
Log in

Similar oriya poem from Abstract