STORYMIRROR

Apalata Aruk

Inspirational

3  

Apalata Aruk

Inspirational

ମହାବିଷୁବ ଓଡ଼ିଆ ନବବର୍ଷ

ମହାବିଷୁବ ଓଡ଼ିଆ ନବବର୍ଷ

1 min
479

ସୁମହାନ ଆମ ଓଡ଼ିଆ ସଂସ୍କୃତି

ବାରମାସେ ତେର ପର୍ବ,

ପଣା ଓ ପାଣିର ନବବର୍ଷ ଆମ

ସଂକ୍ରାନ୍ତି ମହାବିଷୁବ ।

ଏଇ ମହୋତ୍ସବ ଜାଗ୍ରତ କରାଉ

ଓଡିଆର ସ୍ୱାଭିିିମାନ,

ଉଚ୍ଚାରଣ ଆଉ ଆଚରଣେ ଫୁୁଟୁୁ

ଅସ୍ମିତା ଓଡିଆପଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational