STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ମେଘଯେବେ ଆସେ

ମେଘଯେବେ ଆସେ

1 min
271

ମେଘ ଯେବେ ଆସେ

ହସେ ଚାଷୀର କ୍ଷେତ

ହସେ ଆମ ବାରି ଅଗଣା

ମେଘ ଆସିଲେ 

କୁନା କୁନି ନାଚନ୍ତି 

ସ୍କୁଲ ବସ୍ତାନି ଘର ଆଗ ଗଛ 

ପାଖରେ ପକେଇ।

ଛୋଟ ପିଲାଙ୍କ ପାଇଁ ବର୍ଷା 

ଗୋଟିଏ ସୁନ୍ଦର ସୁଖଦ 

ଅନୁଭବ ପରି,

ମୋ ପ୍ରେମିକା ଆନ ମନା ହୁଏ

ମେଘ ଆସିଲେ

ଘଡଘଡିର ଶବ୍ଦ ଶୁଣି ଡ଼ରେ

ପୁଣି ଫେରେ ମୋ ପାଖକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance