STORYMIRROR

Sunanda Mohanty

Abstract Others

2  

Sunanda Mohanty

Abstract Others

ମେଘ

ମେଘ

1 min
120

ମେଘ ଯେବେ ବାଦଲ ଫାଙ୍କ ରୁ ଚାଁହୁ ଆମ ଗାଁ ଆଡେ 

ବର୍ଷା ହୁଏ ସହରରେ ଆଉ କେତେ ଯେ କୁଆଡେ 

ଆମ ଗାଁ ନଈ ତୁଠ ବିଲ ବଣ ସୂର୍ଯ୍ୟ ଙ୍କ ଊହାଡ଼େ 

ତତେ ଡାକେ ଆ ମେଘ ଫୁଲ ଫଳ ପରି ବର୍ଷା ଟୋପି 

ଝର ଝରେ ଝରି ପଡେ ଚକଡ଼େ ଚକଡ଼େ କେତେ ଆଡ଼େ 

ଲୋକବାକ ଚଷାଭାଇ ଝିଅ ବୋହୁ ଅନେଇ ଥାନ୍ତି ତୋ ଆଡ଼େ 

ମିଠା ଲାଗେ ଋତୁ ନୂଆ ପର୍ବ ନୂଆ ମନ ନୂଆ ଚାଁହୁ ତୁ ଯୁଆଡେ 

ମେଘ ସଵାରୀ ରେ ବର୍ଷା ଟୋପି ଟୋପି ବରକୋଳି ସତେଝଡିପଡେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract