STORYMIRROR

BULU BEHERA

Abstract Action Others

3  

BULU BEHERA

Abstract Action Others

ମଦର ପରମ ଭକ୍ତ

ମଦର ପରମ ଭକ୍ତ

1 min
404


ମାଆ ପାଇଁ ଯେପରି

ପୁଅଟିଏ ଅତି ମୂଲ୍ୟବାନ

ପ୍ରେମିକ  ପାଇଁ  ସେପରି 

ପ୍ରେମିକାଟିଏ ଅତି ମୂଲ୍ୟବାନ 

କାହାର ଟଙ୍କା ତ, କାହାର ସମ୍ପତ୍ତି

କାହା ପାଇଁ  ସମୟ  ତ'

ଆଊ  କାହା ପାଇଁ ଲେଖା

କାହା ପାଇଁ ଜୀବନ  ତ'

ଆଊ  କାହା ପାଇଁ  ଯଉବନ

ଏତେ ବଡ  ଦୁନିଆରେ ଯିଏ

ନିଜର  ସର୍ବସ୍ବ  ହରାଇ ସଦା

ଜଣଙ୍କ  ପଛରେ  ନିଜେ ଧାଇଁ ଧାଇଁ

ନିଜର  ଥିବା  କୁଟୁମ୍ବକୁ  ପର  କରି

ଜୀବନ ଦେବାକୁ ମଧ୍ୟ କେବେହେଲେ

ସିଏ ପଛ ଘୁଞ୍ଚା  ଦିଏ ନାହିଁ,

ସେହି  ନିଶାରେ  ନିଜେ ଖୁସି  ତ

ଆଊ  କିଛି  ତାକୁ ଦରକାର  ନାହିଁ

ସେ କିଏ ଜାଣିଛ  ଭାଇମାନେ 

ସେ ହେଉଛି ଏକ ନମ୍ବର 

ମଦର ପରମ  ଭକ୍ତ - 'ମଦୁଆ' ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract