STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମଧୁମତୀର ସ୍ମୃତି

ମଧୁମତୀର ସ୍ମୃତି

1 min
13.7K


ମଧୁମତୀର ସ୍ମୃତି

କେବେ ଗ୍ରୀଷ୍ମ ପରି ଡହଳା ବିକଳ କରେ ତ

କେବେ ବର୍ଷା ପରି ଝରିଥାଏ

କେବେ ହେମନ୍ତର

କାକର ତୋପରେ କବିତା ଲେଖେ

କେବେ ସୀତା ପରି ଜାବୁଡି ଧରେତ

କେବେ ମଖେ ବସନ୍ତର ମୃଦୁ ମଲୟ

ଭଲପାଇବାର ମାୟା ଲଗେଇ

ମଧୁମତୀର ସ୍ମୃତି ଚିରକାଳ

ଋତୁମତୀ ପରି ବଦଲୁ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics