STORYMIRROR

Sukanti Hotta

Abstract Drama

3  

Sukanti Hotta

Abstract Drama

ମାୟା ଶିକୁଳି

ମାୟା ଶିକୁଳି

1 min
107

ରଙ୍ଗମଞ୍ଚ ଦୁନିଆରେ

ଅଦଭୂତ ବନ୍ଧନରେ

ଜଳିବାକୁ ହୁଏ ପ୍ରତିକ୍ଷଣ

ମାୟା ନଗରୀର

ମାୟା ଶିକୁଳିରେ

ଶାନ୍ତି ଅଶାନ୍ତିର

ପ୍ରାଚେରୀ ମଧ୍ୟରେ

ସମସ୍ତଙ୍କ ଖୁସିରେ

ସ୍ବର୍ଗୀୟ ଆନନ୍ଦ ପାଇ

ଥକିଗଲେ ଲାଗେ

ବନ୍ଧନ ମୁକ୍ତ ହୋଇ

ଉଡନ୍ତି କି ସୁନ୍ଦର ନଭରେ

ନା ଥିବ ଦାୟିତ୍ୱ ନା କର୍ତ୍ତବ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract