Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Devipriya Das

Action Fantasy Inspirational

3  

Devipriya Das

Action Fantasy Inspirational

ମାଟି

ମାଟି

1 min
199


ଓଡ଼ିଶା ମାଟିରେ ହୋଇଣ ଜନ୍ମ

ନିଜକୁ ମଣେ ମୁଁ ବହୁତ ଧନ୍ୟ।

ମୋ ମାଟିର ବାସ୍ନାରେ

ସତେ ଅଛି କି ଯାଦୁ

ଥରେ ଯିଏ ଏଠାକୁ ଆସିଛି

ଏହାର ଭାଷା ସଂସ୍କୃତି ଓ ଐତିହ୍ୟ

ଓ ପରମ୍ପରାରେ ଏତେ ଯେ ଯିିବ ହଜି 

ଏଠାରୁ ଯିବାକୁ କରିବନି ଆଉ ମନ।

ମୋ ମାଟିର ମୋହ ଅଟେ

ଭାରିି ମନମୁଗ୍ଧକର,

ଥରେ ଯେ ଏ ମାଟିରେ

ପାଦ ରଖିଛି ନିଜକୁ ସେ

ଭାଗ୍ୟଵାନ ମନେ କରିଛି।


Rate this content
Log in