STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ମାଟି ମା

ମାଟି ମା

1 min
248


 

ମୁଁ ଅନୁଭବ କରିଛି ମାେ ଭାରତମାତାକୁ

ପ୍ରଥମ ବର୍ଷାର ଭିଜା ମାଟି ବାସ୍ନାରେ

ଚଷା ଭାଇର ସୁନା ରଙ୍ଗର ଫସଲରେ

ଆଉ ଯେବେ ,

ବୀର ସୈନିକ ହାତରେ ମୁଠାଏ ମାଟି 

ନିଜ କପାଳେ ବୋଳି ନିଜ 

ମାଆର ପଣତ କାନି ବାରି ପାରେ

ସହିଦ ରକ୍ତରେ ଲାଲ୍ ହେଇଥାଏ ମାଟି

କହି ଯାଏ ଦେଖ ମୁଁ ଶୋଇ ଯାଉଛି 

ମାେ ମାଆ କୋଳରେ ଚିର ନିଦ୍ରାରେ

ସେଇ ମାଟି ସବୁ ଭାରତୀୟଙ୍କ ପ୍ରାଣ ପ୍ରିୟ

ମାଟିରୁ ଜୀବନ ପୁଣି ମାଟିରେ ଶେଷ କାହାଣୀ

ମାଟି ହିଁ ତ କୋଟି ମାନବର ପରିଚୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational