STORYMIRROR

Sabita Sukla

Fantasy

3  

Sabita Sukla

Fantasy

ମାଣବସା

ମାଣବସା

1 min
192

ଶୁଭ ମାଣବସା ଆସିଛି ଶୁଭକାମନା ନେଇ,

ମାଆ ଲକ୍ଷ୍ମୀଙ୍କର ଆଶିଷ ଆମେ ପାଇବା ପାଇଁ।1।


ଗୃହ ପରିଷ୍କାର ସହିତ ଆଚରଣେ ଶୁଦ୍ଧତା,

ମାତୃପିତୃ ପୂଜା କରିଲେ ହେବା ଜଗତଜିତା।2।


ପୁରୁଷାର୍ଥ କରି ସମ୍ପତ୍ତି ନିତି ଗୃହେ ସାଇତା,

ମାନବପଣିଆ ଦେଇଛ ଆହେ ବିଶ୍ୱକରତା।3।


ସମଦର୍ଶି ଭାବ ରହିଲେ ଲକ୍ଷ୍ମୀ କୃପା କରନ୍ତି,

ପରିବାର ମଧ୍ୟେ ସନ୍ତୋଷ ନ ହୋଇବ ବିପତ୍ତି।4।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Fantasy