STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ମାଣବସା

ମାଣବସା

1 min
274

ଲଷ୍ମୀ ଙ୍କର ପ୍ରିୟବାର ଗୁରୁବାର 

ସବୁଠୁ ପ୍ରିୟ ଅଟେ ମାର୍ଗଶିର 

ସେ ମାସରେ ପଡେ ଯେତେ ଯେତେ ଗୁରୁବାର 

ଘରଦ୍ୱାର ଲିପାପୋଛା ଝୋଟି ଚିତା କେତେ ପ୍ରକାର 

ଫଳମୂଳ, ବାଳଭୋଗ, କ୍ଷୀରି ଖେଚୁଡ଼ି ଶାଗ ସମାହାର 

ମାଆ କୁ ପୁଜନ୍ତି ନାରୀଏ କରି ଶୁକ୍ଳ ବସ୍ତ୍ର ପରିଧାନ 

ଶେଷ ଗୁରୁବାର ମାଣବସା ସାର 

ପୂଜି ଥିଲା ଶ୍ରୀୟା ଚଣ୍ଡାଳୁଣୀ ଲଷ୍ମୀଙ୍କ ପୟର 

ଵଲୁରୀର ବାସ ହେଲା ଦ୍ୱିତଳ ପ୍ରସାଦ 

ସ୍ୱାମି ପୁତ୍ର କନ୍ୟା ପାଇ ଏଡେଇ ବିପଦ ଆପଦ 

ସେହିଦିନୁ ସେ ପୁରାଣ ପଢି ସର୍ବ ନାରୀ 

ମାର୍ଗଶିର ମାସେ ଘର ଘରେ ଏ ପୂଜା ସବୁରି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action