STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମାନିଲେ ଠାକୁର,,,,,,,,,,,,,,,,,

ମାନିଲେ ଠାକୁର,,,,,,,,,,,,,,,,,

1 min
168


ବିଶ୍ୱାସ ରୁ ପ୍ରଭୁ ପରଂବ୍ରହ୍ମ

ସୃଷ୍ଟି କର୍ତ୍ତା ଭଗବାନ ପଥର

ବି ଶୁଣନ୍ତି ଡାକ ମାନନ୍ତି

ସଭିଏଁ ଠାକୁର ଅବିଶ୍ବାସ

କଲେ ପ୍ରାଣ ପ୍ରତିଷ୍ଠିତ

ଭଗବାନ ମଧ୍ୟ ଲାଗନ୍ତି

ପଥର ସମ ମନରୁ

ଦୂରିଭୁତ ହୁଏ ଭକ୍ତି

ଲାଗଇ ଆସିଯାଏ

ମନରେ ବିରକ୍ତି ଭାବ

ମାନିଛେ ବୋଲି ଚାଲିଛି

ସଂସାର ନଚେତ୍ ହୋଇଯିବ

ବିଶବ ଜନ ଶୂନ୍ୟ

ସୃଷ୍ଟି କର୍ତ୍ତା ଙ୍କର ବାଞିତ

ଇଛ୍ଛା ହୋଇବ ରହି ଅପୂର୍ଣ୍ଣ

ମାନି ନେଲେ ପଥରବି

କରଇ ମାନବ ଜାତି

ସବୁ ମନସ୍କାମନା ପୂର୍ଣ

ଏତ ଅଟଇ ରୀତି ପୁରାତନ

ମାନିଲେ ଲାଗଇ ପଥର

ଲାଗଇ କଲ୍ଯାଣମୟ

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational