STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ମାଙ୍କଡ଼ ନାଚ

ମାଙ୍କଡ଼ ନାଚ

1 min
252


ମାଙ୍କଡ଼ ନାଚ

ଏ ଡାଳ ସେ ଡାଳ

ଶାଳଗ୍ରାମ ଧରି

ଜଲଦି ଚାଲ  କରିବା ଗୁଣ ବଖାଣ।।


ଦେଖି ଶିଖିଲେ

ନାଚିବା ମିଶି

ଗରବେ ହେବ

ପୂର୍ବପୁରୁଷଙ୍କୁ ଅନୁସରଣ ।।


ମଣିଷ ପଣିଆ

ବିକି ଖାଇବା

ଆଧୁନିକତା ଛାପ

ଆମ ଉପରକୁ ଫୋପାଡ଼ ଟିକେ ।।


ମଶା ମାଛିଙ୍କ 

ଗୁଣରେ ଗୁଣି

ମିଛୁଆ ଲାଞ୍ଚୁଆ

ପାଖରେ ୠଣୀ ହେବାରେ ଟିକେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational