STORYMIRROR

Manasmita Das

Abstract Children Stories Drama

3  

Manasmita Das

Abstract Children Stories Drama

ମାନବିକତା

ମାନବିକତା

1 min
292

ଆଜି ଏ କିପରି  ସମାଜହେଲା

ଟଙ୍କାପଛେ ଧାଇଁ ବ୍ଯକ୍ତି ନିଜର

ସୁ ସମ୍ପର୍କକୁ  ମନରୁ  ପାଶୋରି

 ଦେଲା ପରକୁ ଆପଣାର କରି

 ନିଜ  ମାନବିକତା  ଭୁଲି ଗଲା


ଯିଏ  ଯାହାକୁ  ଆପଣାର ଭାବେ

ସେ ତାଠାରୁ ବେଶୀ ଦୁଃଖପାଇଲା

ହେ ଉପରବାଲା  ତୁମେ  ନିରବେ 

କୁହ କେମିତିସବୁ  ଦେଖୁଛ  ଭଲା


ନିଜସ୍ବାଥॆ ପାଇଁ  ଚିନ୍ତିତ  ସବେॆ

ସମାଜ  ନଡୁବୁ  ସଜାଗ  ହୁଅ

ହେ  ସବॆ ମାନବଜାତି  ତୁମେତ

ସ୍ନେହମୟୀ  ର. ଦେଶମାନ ଭଲା  


  








 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract