Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ମାନବ

ମାନବ

1 min
153



ଏଇ ଧରା ପରେ

ମାନବନାମ ଟି

ଦେବତା ର ଅନ୍ୟ ନାମ l


ସେ ନାମ ମହିମା

ଦିଗ ବିସ୍ତାରିଛି

ଭରି ଦିଏ ବିଶ୍ୱେ ପ୍ରେମ l


ମାନବ ଅଟନ୍ତି 

ସକଳ ଜୀବର

ମୁରବି ପଣିଆ କାମ l


ସୃଷ୍ଟି ର ରକ୍ଷକ 

ଜୀବନ ସାଧକ

ଜୀବ ଶ୍ରେଷ୍ଠ ତାର ନାମ l


ସୃଷ୍ଟି କୁ ମାନନ୍ତି

ସ୍ରଷ୍ଟା କୁ ମାନନ୍ତି

ମାନିବା ତାର ଧର୍ମ l


ମାନିବାରୁ ମାନବ 

ସିଏ ଅଟଇ

ଏହା ହିଁ ହେଲା ମର୍ମ l


ମନୁ ଠାରୁ ଜାତ 

ମାନବ ଶମ୍ଭୁତ

ମୁଖ୍ୟ ହେଲା ତାଙ୍କ ଧର୍ମ l


ସବୁ ଜୀବଙ୍କର 

ଶ୍ରେଷ୍ଠସେ ଅଟଇ

ନିୟମେ କରେ ତ କର୍ମ l


ପ୍ରାତଃର ଉଠଇ

ନିଶିରେ ଶୁଅଇ

ମଧ୍ୟରେ ଅଯଥା କର୍ମ l


ମନରେ ଭାବଇ

ଯାନରେ ଭ୍ରମଇ

ଟିକେ କଥା ହେଲେ ରାମ l


ସବୁକିଛିଭଲ

ସବୁ ବି ଖରାପ

ମିଶ୍ରଣରେ ଇଏ ସୈାମ୍ୟ l


ମାନବ ଜଗତେ

ମାନନ୍ତି ସମସ୍ତେ

ପ୍ରଭୁ ଖେଳଣା,ଏ ରମ୍ୟ l



Rate this content
Log in

Similar oriya poem from Inspirational