STORYMIRROR

Apalata Aruk

Inspirational

2  

Apalata Aruk

Inspirational

ମାନ ରଖିବି ମୁଁ

ମାନ ରଖିବି ମୁଁ

1 min
173

ଓଡ଼ିଆ ପଣ ମୋ ଆଚରଣେ ଥାଉ

ଉଚ୍ଚାରଣେ ଥାଉ ଓଡିଆ ଭାଷା,


ମାନ ରଖିବି ମୁଁ ସେ ମାତୃଭାଷାର

ଗଢିଲା ଯିଏ ମୋ ରାଜ୍ୟ ଓଡିଶା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational