STORYMIRROR

Manasmita Das

Abstract

4  

Manasmita Das

Abstract

ମାଗିବିନି ପ୍ରଭୁ

ମାଗିବିନି ପ୍ରଭୁ

1 min
216


ଜୀବନରେ କେବେ ମାଗିବିନି ପ୍ରଭୁ

                ଦିଅ ମତେ ଟିକେ ସୁଖ ।। ୧।।

ଯଦି ଦେବ ଦୁଃଖ ମତେଦିଅ ପ୍ରଭୁ

               ସେହିତ ମୋ ପାଇଁ ସୁଖ ।। ୨।।

ମୋର ସୁଖନେଇ ବାଣ୍ଟିଦିଅ ପ୍ରଭୁ

                ଯଦି କିଏ ଅଛି ଦୁଃଖୀ ।। ୩।।

ତୁମେ ଯେତେ ଦୁଃଖ ମତେ ଦବ ପ୍ରଭୁ

                 କେହି ପାଇବ ତ ସୁଖ ।। ୪।।

ସଭିଙ୍କ ସୁଖ ମୁଁ ଦେଖିଦେଲେ ପ୍ରଭୁ

                  ନିଜେ ମୁଁ ପାଇବି ସୁଖ ।। ୫।।

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract