Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Classics Inspirational Others

3  

Gangotri Priyadarshini

Classics Inspirational Others

ମାେ ମାଆ ମାଟି

ମାେ ମାଆ ମାଟି

1 min
193


ଏନ୍ତୁଡ଼ିଶାଳ ମାେ ମାଆ କୋଳ

ମୋ ଗାଆଁ ମାଟି ବରଓହଳ

ମଣିଷ କଲେ ମାେ ବାପା ମା

ଦେହ ମୁଣ୍ଡରୁ ନିଗାଡି ଝାଳ ।


ମାେ ପ୍ରିୟ ଗାଆଁ ପାଣି ପବନ

ସିଞ୍ଚିଛି ମୋ ଦେହରେ ପ୍ରାଣ

ମାଟି ମାଆ ର ଆଶିଷ ପାଇ

ଜୀବନ ଆଜି ହୋଇଛି ଧନ୍ୟ ।


ଭୁଲିବି ନାଇ ମାଆବାପାଙ୍କ ଶ୍ରମ

ମୋତେ ମଣିଷ କରିବା ଲାଗି

ବାର ବ୍ରତ ତେର ଉପାସ କରି ମା

କେତେ ରାତି ଯେ ରହିଛି ଜାଗି ।


ଏନ୍ତୁଡ଼ିଶାଳ ନିଆଁ ଋଣର ଭାର

ମାେ ମଥା ପରେ ରହି ଥାଉ

ଶେଷ ଯାତ୍ରାରେ ସେଇ ନିଆଁରେ

ମାେ ଶରୀର ପାଉଁଶ ହେଉ ।


Rate this content
Log in

Similar oriya poem from Classics